ସୁଇପରଙ୍କୁ ମାଡ଼ ଘଟଣାର ତଦନ୍ତ ଦାବି

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସିର କାର୍ଯ୍ୟରତ କର୍ମଚାରୀ ଏନଏସିର ଅଳିଆ ଆବର୍ଜନା ନେଇ ୧୨ ନମ୍ବର ୱାର୍ଡରେ ଥିବା ଆବର୍ଜନା ପକାଇବା ସ୍ଥାନରେ ଫୋପାଡ଼ିବା ପାଇଁ ଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ମାଡ଼ ମାରିଥିବା ସେ କହିଛନ୍ତି।

ସୁଇପର କୃପାସିନ୍ଧୁ ମୁଖୀ ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କର ଅନ୍ୟ ଭାଇମାନଙ୍କ ଦ୍ୱାରା ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେଣୁ ଏହି ମାଡ ଘଟଣାର ତଦନ୍ତ ଦାବି କରିଛନ୍ତି ସୁଇପର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes