ସିନ୍ଦୁରଗୌରାରେ ଗୋଷ୍ଠୀ ସଂଘର୍ଷ

ବାରିପଦା କାଳିକାପୁରର କିଛି ମହିଳା ସିନ୍ଦୁରଗୌରାର କିଛି ମହିଳାକୁ ଆଜି ଘରୋଇ କଳହକୁ କେନ୍ଦ୍ର କରି ଠେଙ୍ଗା,ଭୁଜାଲିରେ ଆକ୍ରମଣ କରିଛନ୍ତି।

ଯାହାକୁ ନେଇ ଉଭୟ ପକ୍ଷରୁ ସଦର ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଗଣ୍ଡଗୋଳରେ ମୋଟ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା ଜାରି ରଖିଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes