ମହାରାଷ୍ଟ୍ର ଏନସିସି ଏକାଡେମୀରେ ଶିକ୍ଷକ ସମ୍ମାନିତ

ମହାରାଷ୍ଟ୍ର ରାଜ୍ୟର କାମ୍ପଟିସ୍ଥିତ ଏନସିସି ଏକାଡେମୀରେ କେନ୍ଦୁଝରର ଏନ ଏସ ପୋଲିସ ହାଇସ୍କୁଲର ଶିକ୍ଷକ ବିଜୟ କୁମାର ବେହେରା ଫାୟରିଂରେ ଶ୍ରେଷ୍ଠ ହୋଇ ସମ୍ମାନିତ ହୋଇଛନ୍ତି।

ଏନସିସି ଟ୍ରେନିଂରେ ଫାୟାରିଂରେ ଶ୍ରେଷ୍ଠ ହୋଇଥିବାରୁ ବ୍ରିଗେଡିୟର ଏଚ.ଆର ଦେଶାଇ ତାଙ୍କୁ ଏହି ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes