ସିଙ୍ଗାରି ଘାଟିରେ ଟ୍ରାକ୍ଟର ଓଲଟିଲା, ଡ୍ରାଇଭର ଫେରାର May 21, 2022 by Odisha କଳାହାଣ୍ଡି ଜିଲ୍ଲା ସିଙ୍ଗାରି ଘାଟି ବୁଳାଣିଆ ରାସ୍ତାରେ ଆଜି ଏକ ଟ୍ରାକ୍ଟର ଓଲଟି ପଡିବା ପରେ ଡ୍ରାଇଭର ଫେରାର ହୋଇଯାଇଛି ।