ସାଲେପୁର ନିକଟ ମହାନଦୀରେ ହେବ ଉଚ୍ଚ ସେତୁ

ଏଥିପାଇଁ ୧୨୮ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ୩ ବର୍ଷରେ କାମ ସରିବ।

ଏହି ସେତୁ ନିର୍ମାଣ ହେଲେ କଟକରୁ ପାରାଦୀପ ଓ କଟକରୁ ଚାନ୍ଦବାଲିକୁ ଯାତାୟତ ସହଜ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes