ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ: ଇସି

ପ୍ରାର୍ଥୀ ଖବର କାଗଜ, ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ କହିଛନ୍ତି ଭାରତୀୟ ନିର୍ବାଚନ କମିଶନ।

କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ, ସେ ନେଇ ରାଜନୈତିକ ଦଳ ବି ବିସ୍ତୃତ ସୂଚନା ପ୍ରଦାନ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes