ସାର କଳାବଜାରୀକୁ ରୋକିବା କୃଷି ଅଧିକାରୀଙ୍କ ନିରୀକ୍ଷଣ

ସାର ଓ କୀଟନାଶକର ଯେପରି ସୁରୁଖୁରୁରେ ଚାଷୀମାନଙ୍କୁ ଯୋଗାଣ ହେବ ତଥା କଳାବଜାରୀକୁ ରୋକିବା ପାଇଁ ଗଜପତି, ଖୋର୍ଦ୍ଧା ଓ ରାୟଗଡ଼ା ଜିଲ୍ଲାରେ କୃଷି ଅଧିକାରୀଙ୍କ ଦ୍ଵାରା ନିରୀକ୍ଷଣ କରାଯାଇଛି l

ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes