ସମସ୍ତଙ୍କୁ ଅନୁରୋଧ ମୋତେ ଦିଆଯାଇଥିବା ବିଭାଗ ଯଥା କୃଷି ଓ ପଶୁସମ୍ପଦ ବିଭାଗ, ମିଲେଟ ମିଶନ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଆଦି ସମ୍ପର୍କିତ ନିଜର ସମସ୍ତ ଅଭିଯୋଗ ମୋତେ ଟ୍ଵିଟର ମାଧ୍ୟମରେ ଜଣାଇଲେ ମୁଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ସୋସିଆଲ ମିଡିଆରେ ସମସଙ୍କୁ ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ l