ସାମ୍ବାଦିକଙ୍କୁ ଛଡ଼ା ନଯିବା ସଂକ୍ରାନ୍ତରେ ବିଭାଗ ଅବଗତ ନାହିଁ

ଆରଡି ବିଶ୍ବବିଦ୍ୟାଳୟ ରାଷ୍ଟ୍ରପତି କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ବାରଣ ପ୍ରସଙ୍ଗରେ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ, ବାରଣ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ଅବଗତ ନାହିଁ।

CSଙ୍କ ନିଷ୍ପତ୍ତିରେ ବିଭାଗ ପକ୍ଷରୁ ଲାଇଭ୍ କମନ୍ ଫିଡ୍ ବ୍ୟବସ୍ଥା ହୋଇଥିଲା। କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes