ଗତ ୩ ବର୍ଷରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୨୪୫ ହାତୀ

ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି।

୨୦୧୯-୨୦ରୁ ୨୧-୨୨ ମଧ୍ୟରେ ରାଜ୍ୟରେ ୨୪୫ ହାତୀ ମରିଛନ୍ତି ଏବଂ ୨୪୫ ମଧ୍ୟରୁ ୬ଟି ହାତୀ ଶିକାର ଦ୍ବାରା ପ୍ରାଣ ହରାଇଛନ୍ତି। ଏହି ୩ ବର୍ଷ ମଧ୍ୟରେ ଆଦୌ ବାଘ ମରିନାହାନ୍ତି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes