ସାତ ଦିନ ପାଇଁ ଜେଲରୁ ବାହାରିଲେ ବିଧାୟକ ପ୍ରଶାନ୍ତ ଜଗଦେବ

ଲୋକଙ୍କ ଉପରେ କାର ଚଢାଇବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ହାଇକୋର୍ଟରୁ ଜାମିନ ମିଳିବା ପରେ ଆଜି ବାଣପୁର କୋର୍ଟଙ୍କ ଅନୁମତି କ୍ରମେ ଜେଲରୁ ବାହାରିଛନ୍ତି l

ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହାଇକୋର୍ଟ ତାଙ୍କୁ ସାତ ଦିନ ସକାଶେ ଜାମିନ ମଞ୍ଜୁର କରିଛନ୍ତି l ତା ପରେ ସେ ପୁଣି କୋର୍ଟରେ ଆତ୍ମସମର୍ପଣ କରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes