ଆହୁରି ୪/୫ ଦିନ ଗ୍ରୀଷ୍ମ ପ୍ରବାହ : ଆଇଏମଡି

ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓ ଆହୁରି 4/5 ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଜି ଆଇଏମଡି ପକ୍ଷରୁ କୁହାଯାଇଛି l

ଏହି ସମୟରେ ଆଭ୍ୟନ୍ତରୀଣ ଅଞ୍ଚଳରେ 3-5 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ l ଉପକୂଳ ଅଞ୍ଚଳରେ 2-3 ଡିଗ୍ରୀ ଅଧିକ ବୃଦ୍ଧି ପାଇବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes