ସାତ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଛଅ ଜିଲ୍ଲାରେ ଅଧିକ

ଜୁନ 1 ତାରିଖରୁ ଜୁଲାଇ 14 ତାରିଖ ମଧ୍ୟରେ ରାଜ୍ୟର ସାତ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି l 345.5 ମିମି ବର୍ଷା ବଦଳରେ ହୋଇଛି 341.1 ମିମି ବର୍ଷା l
ଛଅଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ 17 ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes