ସରକାରୀ ସୁବିଧା ଅପେକ୍ଷାରେ ବୃଦ୍ଧ ଦମ୍ପତି

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତର ମାଟିହୁଡ଼ି ଗ୍ରାମ ବାସିନ୍ଦା ଗୋବିନ୍ଦ ଟୁଡୁ ଓ ତାଙ୍କ ସ୍ତ୍ରୀ ହୀରା ଟୁଡୁ
ବୟସର ଅପରାହ୍ନରେ ମଧ୍ୟ ଭତ୍ତା, ଚାଉଳ, ଆବାସ ଆଦି ପାଇବାରୁ ବଂଚିତ ହୋଇଥିବା କହିଛନ୍ତି।

ଏ ନେଇ ପ୍ରଶାସନ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବା ପାଇଁ ସେମାନେ ନିବେଦନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes