ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ସାରବିଷ ଓ ମଞ୍ଜି ବଣ୍ଟନ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ବହୁବନ୍ଧ ପଞ୍ଚାୟତରେ ଆଜି ୧୦୦ ଜଣ ଚାଷୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ ଉଦଳା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ କିପରି ଚାଷରେ ଉନ୍ନତି ସେଥିପାଇଁ ଥିବା ସରକାରୀ ମିଶନ ଜୀବିକା ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ମଞ୍ଜି, ସାର, କୀଟନାଶକ ବିଷ ଯୋଗାଇ ଦିଆ ଯାଉଥିବାର ସୂଚନା ଦେଇଥିଲେ ।

ବହୁବନ୍ଧ ପଞ୍ଚାୟତ ର ଗୋଧିମରା, ଉର୍ମଳ, ଶାଳମୁଣ୍ଡଳୀ ଓ ବହୁବନ୍ଧ ଅଞ୍ଚଳରୁ ୧୦୦ ଜଣ ଚାଷୀ ଙ୍କୁ ପ୍ରତ୍ସାହନ ଯୋଗାଇ ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes