ସରକାରୀ ସହାୟତା ଅପେକ୍ଷାରେ ବିଧବା ସସ୍ମିତା

ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଭୁତିଆରବାହାଲ ଗାଁର ବିଧବା ମହିଳା ସସ୍ମିତା ନନ୍ଦ ବହୁ କଷ୍ଟରେ ଚାରି ଛୁଆଙ୍କୁ ଧରି ପରଘରେ ମୂଲଲାଗି ଚଲୁଛନ୍ତି।

ସରକାରୀ ଯୋଜନାରେ ସାମିଲ ପୂର୍ବକ ତାଙ୍କୁ ରାସନକାର୍ଡ ଓ ବିଧବାଭତ୍ତା ଯୋଗାଇଦେବାକୁ ସେ ପ୍ରଶାସନକୁ ଗୁହାରୀ ଜଣେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes