କଲମପୁରରେ ଭାରତ ବନ୍ଦ ପ୍ରଭାବ ଶୁନ୍ୟ

କଳାହାଣ୍ଡି ଜିଲ୍ଲା କଲମପୁର ଠାରେ ଓବିସୀ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ପ୍ରଭାବ ଶୁନ୍ୟ ହୋଇଥିବା ଦେଖିବାକୁ ମିଳିଛି ।

ସରକାରୀ,ବେସରକାରୀ ଅନୁଷ୍ଠାନ ଖୋଲା ଥିବା ବେଳେ ଗାଡ଼ି ମଟର ମଧ୍ୟ ଚଳାଚଳ କରୁଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes