ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳର ୪ଜଣ ଶିକ୍ଷିତ ଯୁବକ ଓ ଜଣେ ମହିଳା ଠକାମୀର ଶିକାର ହୋଇଥିଲେ।
ସରକାରୀ ଚାକିରି ଦେବାକୁ କହି ୨୧ ଲକ୍ଷ ଚଳୁ କରିଛି ଠକ ଚିନ୍ମୟ ମହାପାତ୍ର। ଚିନ୍ମୟର ଘର ବାଲେଶ୍ବର ଜିଲ୍ଲା ଗେଙ୍ଗୁଟି ଅଞ୍ଚଳରେ ହୋଇଥିବା ବେଳେ ତାକୁ ଭୁବନେଶ୍ବର ନିକଟରୁ ଗିରଫ କରିଛି ପୁଲିସ।
Credible Local News of Odisha