ସରକାରୀ କ୍ବାର୍ଟରରେ ଅଗ୍ନିକାଣ୍ଡ ଘଟଣାରେ ମାମଲା ରୁଜୁ

ଭୁବନେଶ୍ବର ୟୁନିଟ୍‌ ୨ ସରକାରୀ କ୍ବାର୍ଟରରେ ଆଜି ସକାଳେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୁଲିସ।

ଏହି ଘଟଣାରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରିବ। ସୂଚନାଯୋଗ୍ୟ, ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes