ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି ଏବଂ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଅଗ୍ନିଶମ ଡିଜି।
ଜିଲ୍ଲପାଳଙ୍କ ନିର୍ଦେଶ ଅନୁସାରେ ଟିମ କାମ କରିବ। ଭୁବନେଶ୍ୱରରେ ୧୮ଟି ସ୍ଥାନରେ ୩୨ଟି ପମ୍ପ ୟୁନିଟ ନିୟୋଜିତ ହେବେ ବୋଲି ଡିଜି ସୂଚନା ଦେଇଛନ୍ତି।