ଡବଲଙ୍ଗରେ ନାମଯଜ୍ଞ ପାଇଁ କଲସ ଯାତ୍ରା ଅନୁଷ୍ଠିତ

ସୋନପୁର ସଦରବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡବଲଙ୍ଗ ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ପାଇଁ କଲସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ପଣ୍ଡିତ ଲୋକନାଥ ପୂଜାରୀ ପୂଜାର୍ଚ୍ଚନା କରି ଥିବା ବେଳେ କର୍ଭା ଦାୟିତ୍ଵ ତୁଲାଇ‌ଥିଲେ ରମେଶ ଧରୁଆ ଓ ତାଙ୍କ ସ୍ତ୍ରୀ ,ଗୈାର ଦେହେରୀ ଏବଂ ତାଙ୍କ ସ୍ତ୍ରୀ ତାୟତ୍ବ ତୁଲାଉଛନ୍ତି ନାମଯଜ୍ଞ କମିଟି ସଭାପତି ଦୀପକ ଖେତି ସଂପାଦକ ଅନନ୍ତ ନାଏକ ଏବଂ ଗ୍ରାମବାସୀଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହେଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes