ସମ୍ବଳ ଅନୁଷ୍ଠାନ ଦ୍ଵାରା ଦୁଇଟି ଅଜଣା ଶବ ସତ୍କାର

ବୁର୍ଲା ମେଡ଼ିକାଲ ଫାଣ୍ଡି କର୍ତ୍ତୃପକ୍ଷ ଆଜି ସମ୍ବଳ ଅନୁଷ୍ଠାନକୁ ଦୁଇଟି ଅଜଣା ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ l ଗତ ୨୯.୪.୨୨ ତଟିଖ ଦିନ କେହି ଜଣେ ସହୃଦୟ ବ୍ୟକ୍ତି ଜଣେ ଅସହାୟ ୬୫ ବର୍ଷ ବୃଦ୍ଧଙ୍କୁ ମେଡିସିନ ୱାର୍ଡ ରେ ଭର୍ତ୍ତି କରିଥିଲେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା l

ତାଙ୍କର କେହି ନିଜ ଲୋକ ନ ଆସିବାରୁ ଆଜି ବୁର୍ଲା ମେଡିକାଲ୍ ଫାଣ୍ଡି ଅଧିକାରୀ ସମ୍ବଳ ପରିବାରକୁ ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ l ସେହିପରି ଆଉ ଜଣେ ୭୦ ବର୍ଷୀୟା ଅଜଣା ବୃଦ୍ଧା ମହିଳାଙ୍କ ଶବ ସତ୍କାର କରାଯାଇଥିଲା

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes