ପାଞ୍ଚଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବ ଓଏମସି

ରାଜ୍ୟରେ ଖଣି ଅଞ୍ଚଳରେ 208 କୋଟି ଟଙ୍କା ଖର୍ଚ୍ଚରେ ପାଞ୍ଚଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବ ବୋଲି ଓଡିଶା ଖଣି ନିଗମ ଆଜି 67ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଘୋଷଣା କରିଛି l ବିଦ୍ୟାଳୟ ପରିଚାଳନା ପାଇଁ ବାର୍ଷିକ ସଂସ୍ଥା ଦେବ 30 କୋଟି l

ଏଥିସହ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଆଇଟିଆଇରେ ଏକ ସ୍କିଲ ଏକାଡେମୀ ପ୍ରତିଷ୍ଠା କରିବାକୁ ମଧ୍ୟ ଓଏମସି ବୁଝାମଣା ପତ୍ର ସ୍ଵାକ୍ଷର କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes