ସମ୍ବଲପୁର ପାଇଁ ବିଜେପିର ୪ ଜଣିଆ ଯାଞ୍ଚ କମିଟି

ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସା ଘଟଣାର ତଦନ୍ତ ପାଇଁ ୪ ଜଣିଆ ଯାଞ୍ଚ କମିଟି ଗଠନ କରିଛନ୍ତି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା।

କମିଟିରେ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ , ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ କମିଟି ସଦସ୍ୟ ହୋଇଛନ୍ତି।ଘଟଣାସ୍ଥଳକୁ ଯାଇ ଯାଞ୍ଚ କରି ସଭାପତିଙ୍କୁ ରିପୋର୍ଟ ଦେବ କମିଟି ସଦସ୍ୟ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes