ଅଭିଯୁକ୍ତ କୈଫି ଖାନ୍କୁ ଗିରଫ କରିଛି କଟକ ମଙ୍ଗଳାବାଗ ପୁଲିସ।ରାଣୀହାଟର ଜଣେ ମହିଳାଙ୍କୁ ଗୁଣିଗାରେଡ଼ି କହି ଠକିଥିଲା।
ଘରୁ ଗୁପ୍ତଧନ ବାହାର କରିବାକୁ କହି ୬୦ ଲକ୍ଷ ଟଙ୍କା ଲୁଟି ନେଇଥିଲା। ସଂପୃକ୍ତ ମହିଳାଙ୍କ ସହ ଅନେକ ଲୋକଙ୍କଠାରୁ ଠକିଥିଲା କୈଫି ଖାନ୍। ଅଭିଯୁକ୍ତଠାରୁ ୭୦ ମୋବାଇଲ, ୨ଟି କାର୍, ବୁଲେଟ, ବହୁ ଦାମୀ ଘଣ୍ଟା, ନଗଦ ୨ ଲକ୍ଷ ୭୨ ହଜାର ଟଙ୍କା ଜବତ ହୋଇଛି।