ସମ୍ବଲପୁରରେ ଦିନକରେ ୧୫ କରୋନାରେ ଆକ୍ରାନ୍ତ September 28, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l