ସୁନ୍ଦରଗଡ଼ରେ ଦିନକରେ ୩୫ କରୋନାରେ ଆକ୍ରାନ୍ତ September 28, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l