ସମ୍ପର୍କୀୟ ଭିଣୋଇଙ୍କ ଗୁଳିମାଡ଼ରେ ଦୁଇ ଆହତ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରଡ଼ାପଡା ଅଞ୍ଚଳରେ ଆଜି ସମ୍ପର୍କୀୟ ଭିଣୋଇଙ୍କ ଗୁଳିମାଡ଼ରେ ଶାଳକ ଓ ତାଙ୍କ ପୁଅ ଆହତ ହୋଇଥିବା ଜଣାପଡିଛି l ଅଭିଯୁକ୍ତ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ l
ଦୁଇ ଆହତଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes