ନାବାଳିକା ବଳାତ୍କାରୀକୁ ଆଜୀବନ ଜେଲ ଦଣ୍ଡାଦେଶ

2020 ମସିହାରେ କଟକ ସଦର ଥାନାଞ୍ଚଳରେ ଜଣେ 7 ବର୍ଷର ଓ ଜଣେ 12 ବର୍ଷର ନାବାଳିକା ବଳତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା l
ଏହି ମାମଲାର ଶୁଣାଣି କରି କଟକ ପୋକ୍ସୋ କୋର୍ଟ ଆଜି ଅଭିଯୁକ୍ତ ହରିଶ ଚନ୍ଦ୍ର ବାରିକକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିବା ଆଇନଜୀବୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes