ସମ୍ପତ୍ତି ତାଲିକା ପ୍ରକାଶ କଲେ ରାଜ୍ୟସଭା ପ୍ରାର୍ଥୀ

ରାଜ୍ୟସଭା ପ୍ରାର୍ଥୀ‌ ମାନସ ମଙ୍ଗରାଜଙ୍କ ନାଁରେ ୩ କୋଟିର ସମ୍ପତ୍ତି ଥିବାବେଳେ ପତ୍ନୀଙ୍କ ନାଁରେ ୪.୮ କୋଟିର ସମ୍ପତ୍ତି ରହିଛି।

ସେହିପରି ସୁଲତା ଦେଓଙ୍କ ନାଁରେ ୧.୧ କୋଟିର ସମ୍ପତ୍ତି ଥିବାବେଳେ ସ୍ବାମୀଙ୍କ ନାଁରେ ୫୮ ଲକ୍ଷର ସମ୍ପତ୍ତି ରହିଛି। ସସ୍ମୀତ ପାତ୍ରଙ୍କ ସମ୍ପତ୍ତିର ମୂଲ୍ୟ ୧ କୋଟି ଟଙ୍କା ଥିବାବେଳେ ପତ୍ନୀଙ୍କ ନାଁରେ ୧.୫ କୋଟିର ସମ୍ପତ୍ତି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes