ପୂର୍ବଶତ୍ରୁତାରୁ ଘର ଉପରକୁ ବୋମାମାଡ଼, ୨ ଆହତ

କଟକ ଜିଲ୍ଲା ତିଗିରିଆ ଥାନା ବନମାଳୀପୁର ଗାଁର ଶରତ ରାଉତଙ୍କ ଘରକୁ ବୋମାମାଡ଼ ହୋଇଛି।

ବୋମାମାଡ଼ରେ ପରିବାରର ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes