ସଫେଇ କର୍ମୀ ଫେରାଇଲେ ସୁନାଚେନ୍

ଭୁବନେଶ୍ୱର ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରୁ ପାଇଥିବା ସୁନା ଚେନ ଫେରାଇଛନ୍ତି ସଫେଇ କର୍ମୀ ପୂଜା ସିଂହ।

ଏହି କାମ ପାଇଁ ପୂଜାଙ୍କୁ ପ୍ରଶଂସା କରିଛନ୍ତି ବିଏମସି କମିଶନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes