ମାଲକାନଗିରି ଜିଲ୍ଲା ସଦର ମହକୁମା ମଲିକେଶ୍ୱରୀ ମନ୍ଦିର ପାଖରୁ ମୃତଦେହ ଉଦ୍ଧାର ହୋଇଛି।
ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କେହି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନ ଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
Credible Local News of Odisha