ସଫଳ ଉଦ୍ୟୋଗୀ ଗୁରୁଜାଙ୍ଗୁଲି ଗ୍ରାମର ଆଶିଷ ଚରଣ ରଥ

ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମପଞ୍ଚାୟତର ପଡିଆଭଙ୍ଗା ଠାରେ ଗୁରୁଜାଙ୍ଗୁଲି ଗ୍ରାମର ଆଶିଷ ଚରଣ ରଥ ପାଲଟିଛନ୍ତି ଜଣେ ସଫଳ ଉଦ୍ୟୋଗୀ l

ଶ୍ରୀ ରଥ ଭାରତ ସରକାରଙ୍କର ପିଏମଇଜିପି ଯୋଜନାରୁ ପିଏନବି ବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଋଣ ସହାୟତା ନେଇ ରାନୀ ଇଣ୍ଡଷ୍ଟ୍ରିଆଲ ଲଣ୍ଡରୀ ବସାଇ ଜଣେ ସଫଳ ଉଦ୍ୟୋଗୀ ଭାବେ ସମାଜରେ ପ୍ରତିଷ୍ଠିତ ହୋଇ ଆଉ ୬ଜଣ ପରିବାରକୁ ଭରଣପୋଷଣ କରାଉଛନ୍ତି ବୋଲି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes