ଭୁବନେଶ୍ୱରରେ ସମସ୍ତ ସପିଂ ମଲ୍ ପରିସରରେ 100% ମାସ୍କ ବ୍ୟବହାର ନିଶ୍ଚିତ କରିବାକୁ ବିଏମସି ପକ୍ଷରୁ ଆଜି ପୁଣି ଅନୁରୋଧ କରାଯାଇଛି l
ଏଥିସହ ଉପଯୁକ୍ତ ଭେଣ୍ଟିଲେସନ୍ ନିଶ୍ଚିତ କରନ୍ତୁ, ମଲ୍ ପାଇଁ COVID19 ମନିଟର ଭାବରେ ଜଣେ କର୍ମଚାରୀ ନିୟୋଜିତ କରନ୍ତୁ ଏବଂ ସେ ମଲ୍ ପରିସରରେ ସୋସିଆଲ୍ ଡିଷ୍ଟାନ୍ସିଂ ନିୟମ ପାଳନ ସହ ଲୋକଙ୍କୁ ସମାବେଶରୁ ଦୂରେଇ ରହିବାକୁ କୁହାଯାଇଛି l