ବୃଦ୍ଧ ଭୂମିହୀନଙ୍କୁ ଉଦ୍ଧାର କଲା ବିଏମସି

ଟିମ୍ ଭୁବନେଶ୍ୱର ମହାନଗର ନିଗମ (ବିଏମସି )ଆଜି ରେଳ ଷ୍ଟେସନ ଅଞ୍ଚଳରୁ ଜଣେ ବୃଦ୍ଧ ଭୂମିହୀନଙ୍କୁ ଉଦ୍ଧାର କରିଛି l
ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା l ଚିକିତ୍ସା ପରେ ସେ ବିଏମସିର ସେଲଟର ହୋମ (SUH )ରେ ରହିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes