ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଚକ୍ଷୁ ଦାନ କରିଛନ୍ତି

ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଖେଦାପାଲି ମୁଖ୍ୟ ରାସ୍ତା ରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଟଲି ଗ୍ରାମ ର ରୋହିତ ପଣ୍ଡା ଙ୍କ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ତାଙ୍କ ପରିବାର ସ୍ବ ଇଚ୍ଛା ଚକ୍ଷୁ ଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes