ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ

ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ନୂଆପାଲି ଗ୍ରାମଠାରୁ
ଚଢେଇଗାଁ ଥିବା ପଞ୍ଚାୟତ କାର୍ଯ୍ୟାଲୟ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ଏକ ଜନ ସମ୍ପର୍କ ପଦଯାତ୍ରାର କାର୍ଯ୍ୟକ୍ରମ ହୋଇଛି।

ଏହି କାର୍ଯ୍ୟକ୍ରମରେ ବିଶେଷ କରି ଏସଜି ଗୃପ ମହିଳାମାନେ
ଯୋଗଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes