ସଡ଼କ ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁ

ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଥିବା ପ୍ରସୂତି ବିଭାଗ ଡାକ୍ତର ଅଞ୍ଜନ ସରଙ୍ଗୀଙ୍କ ଆଜି ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ଆଜି ତାଙ୍କୁ ପ୍ରଥମେ ବାରିପଦାରେ ଥିବା ମେଡିକାଲ କଲେଜକୁ ଅଣାଯାଇଥିଲା ପରେ କଟକ lକୁ ଆମ୍ବୁଲାନ୍ସରେ ନେଲାବେଳେ ଭଦ୍ରକ ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes