ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଠାରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଆଜି ଉଦଯାପିତ ହୋଇଯାଇଛି ।

ଏଥିରେ କର୍ତ୍ତା ଭାବେ ମନୋଜ ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ସରିତା ପୁରୋହିତ,ପୂଜକ ସୁଧାଂଶୁ ପୁରୋହିତ ଦାୟିତ୍ଵ ତୁଲାଇଥିଲେ ।ଆଖପାଖର ୧୦ଟି ସଙ୍କୀର୍ତ୍ତନ ଦଳ ଯୋଗଦେଇ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes