ଡୁଙ୍ଗୁରିପାଲି ସଫେଇ ଓ ସୁରକ୍ଷା କର୍ମଚାରୀ ସଂଘ ଗଠିତ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଡାକ୍ତରଖାନାରେ କାର୍ଯ୍ୟରତ ସଫେଇ ଓ ସୁରକ୍ଷା କର୍ମଚାରୀ ସଂଘର ନୂତନ କମିଟି ଆଜି ଗଠନ ହୋଇଯାଇଛି ।

ଏଥିରେ ସଭାପତି ଭାବେ ରାକେଶ ଦାଶ,ଉପସଭାପତି ମନୋରଞ୍ଜନ ବିଶ୍ଵାଳ,ସମ୍ପାଦକ ସୁରଥ ଦଣ୍ଡସନା,ସହସମ୍ପାଦକ ସନ୍ତୋଷ ବାଘ,କୋଷାଧ୍ୟକ୍ଷ ଭୋଲାନାଥ ମନୋନୀତ ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes