ଶ୍ରୀ ଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା ଶୁଭାରମ୍ଭ

ଗୁରୁବାର ୯ ଘଟିକା ସମୟରେ କେନ୍ଦୁଝର ମାଇନିଂରୋଡ ସ୍ଥିତ ମାତୃନିଳୟ ଠାରୁ ଶ୍ରୀଶ୍ରୀ ଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରାର ଶୁଭାରମ୍ଭ ହୋଇଛି ।

ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ସାରା ଭାରତରେ ଆଧ୍ୟାତ୍ମିକ ଚେତନାର ମହତବାଣୀ ଜନମାନସରେ ପହଞ୍ଚେଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କ ଠାରୁ ଜଣାପଡ଼ିଛି। ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏକ ଶୋଭାଯାତ୍ରାରେ ରଥକୁ ସ୍ଵାଗତ କରି ଆଣିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes