ଗୁଣି ସନ୍ଦେହରେ ୪ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମାଧିଆପଲ୍ଲୀ ଗାଁରେ ଏହି ଘଟଣା ଘଟିଛି।

ଆକ୍ରମଣ ପରେ ଏମାନେ ଆହତ ହୋଇଥିବାରୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes