ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କରିଡର ପ୍ରକଳ୍ପ ସମ୍ପର୍କରେ ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଷାନ୍ ରେଡ୍ଡୀଙ୍କୁ ଭେଟିଛି “ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ” ପ୍ରତିନିଧୀ ଦଳ ।

ଆଜି ଡ. ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ମଣ୍ଡଳ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇ ଆଲୋଚନା କରିଛନ୍ତି l ଏଥିରେ ପ୍ର. ପ୍ରଫୁଲ୍ଲ ମିଶ୍ର, ଗବେଷକ ଅନିଲ ଧୀର, ବିନୟ ଭୂୟାଁ ଏବଂ ଅଜିତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes