କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତକୁ ଗିରଫ କରିଛି ଭିଜିଲାନ୍ସ।

ତାଙ୍କର ୯୧ଟି ପ୍ଲଟ ସହ ୭ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଥିଲା। ଆୟ ତୁଳନାରେ ୩୬୫% ଅଧିକ ସମ୍ପତ୍ତି ରହିଛି। ଜଗନ୍ନାଥ ରାଉତଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes