ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ମାରିଲା ହାତୀ

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବରସୁଆଁ ବନାଞ୍ଚଳ ରେଙ୍ଗମା ଗାଁ ମୁଣ୍ଡାବସ୍ତିରେ ଦଳିମାରିଦେଇଛି ହାତୀ।

ଘର ବାହାରେ ଶୋଇଥିବା ବେଳେ ହାତୀ ଦଳି ଦେଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes