ଭିନ୍ନକ୍ଷମ ବିଦ୍ୟାଳୟ ରେ ଏ.ଟି଼.ଏଚ ଓଡ଼ିଶା

ସୋନପୁର, ଅଦ୍ୟ ତା-୧୯.୦୨.୨୦୨୩:- ସୋନପୁର ସ୍ଥାନୀୟ ଭିନ୍ନକ୍ଷମ ବିହାର କଲାପଥର ସ୍ଥିତ ଜିଲ୍ଳା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟ କୁ ଏ.ଟି.ଏଚ(ଅଲ୍ ଟାଇମ ହେଲ୍ପ)ଓଡ଼ିଶା ର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ପରିଦର୍ଶନ କରିଥିଲେ। ବିଦ୍ୟାଳୟ ସ୍ଥିତ ଅନ୍ତେବାସୀମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଉତ୍ତମ ଚରଣ ଦେହୁରୀ ଙ୍କ ସହିତ ସାକ୍ଷାତ କରି ଅନୁଷ୍ଠାନ ତଥା ଛାତ୍ରଛାତ୍ରୀ ମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ଓ ପରବର୍ତ୍ତୀ ସମୟରେ ସାହାଯ୍ୟ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes