ଶୁଖା ଗ୍ରାମରେ ସମବାୟ ଋଣ ଅସୁଲି ମେଳା

ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଶୁଖା ଗ୍ରାମରେ ସମବାୟ ଋଣ ଅସୁଲି ମେଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଡୁଙ୍ଗୁରିପାଲି ସମବାୟ ବ୍ୟାଙ୍କ ଶାଖା ପକ୍ଷରୁ ବିଭିନ୍ନ ସମୟରେ ଚାଷୀମାନଙ୍କୁ ଦିଆଯାଇଥିବା ଋଣ ଆଦାୟ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes