ସଖି ୱାନଷ୍ଟପ ସେଣ୍ଟର କେନ୍ଦ୍ର ତରଫରୁ ଦିନିକିଆ ଶିବିର

ସଖି ୱାନଷ୍ଟପ ସେଣ୍ଟର ମୟୁରଭଞ୍ଜ କେନ୍ଦ୍ର ପ୍ରଶାସିକା ସ୍ମରଣୀକା ସ୍ବାଇଁଙ୍କ ତତ୍ୱାବଧାନ ରେ ଆଜି ଉଦଳା ସ୍ୱଧାର ଗୃହରେ ଆଜି ଏକ ଦିନିକିଆ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି ।

ଏହି ଶିବିରରେ ସଖି ୱାନଷ୍ଟପର ପରାମର୍ଶ ଦାତ୍ରୀ ପ୍ରିୟଦର୍ଶିନୀ ସ୍ୱାଇଁ ଯୋଗ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ ପିଡିତା ମାନଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କର ମାନସିକ ସ୍ଥିତି ବିଷୟରେ ପଚାରି ବୁଝିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes