ଶିକ୍ଷକ ନିଯୁକ୍ତିରେ ଦୁର୍ନିତୀ ଅଭିଯୋଗ କରି ବିକ୍ଷୋଭ

ହାଇସ୍କୁଲ ଶିକ୍ଷକ ନିଯୁକ୍ତରେ ବ୍ୟାପକ ଦୁର୍ନିତୀ ଅଭିଯୋଗ କରି ଏହାର ପ୍ରତିବାଦରେ ରାଜରାସ୍ତାରେ ଆଶାୟୀ ମାନେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes